Browsing Tag

tata sky hd set top box

Tata Sky କମ କଲା HD ସେଟଟପ ବକ୍ସ ର ଦର , ବର୍ତ୍ତମାନ କେବଳ ୧୪୯୯ ଟଙ୍କାରେ

ଡାଇରେକ୍ଟ ଟୁ ହୋମ ସେବା ପ୍ରଦାନ କରୁଥିବା କମ୍ପାନୀ ଟାଟା ସ୍କାଏ ନିଜର ଗ୍ରାହକ ମାନଙ୍କ ପାଇଁ ପୁଣି ଥରେ ସେଟଟପ ବକ୍ସର ଦର ହ୍ରାସ କରିଛି । ଏଥର ଟାଟା ସ୍କାଏ ନିଜର HD ସେଟଟପ ବକ୍ସର ଦର ହ୍ରାସ କରିଛି ଏହା ପୂର୍ବରୁ କମ୍ପାନୀ SD ସେଟଟପ ବକ୍ସକୁ ଶସ୍ତା କରିଥିଲା । ଆସନ୍ତୁ ଜାଣିବା…