Browsing Tag

tea tree oil for hair

ଘରୋଇ ଉପାୟରେ ଘନକଳା ଓ ମୋଟା କେଶ ପାଇବାକୁ ଚାହୁଁଥିଲେ ବ୍ୟବହାର କରନ୍ତୁ ଟି ଟ୍ରି ଅଏଲ୍‌

ଘନକଳା କେଶ ପାଇବାକୁ କିଏ ବା ନ ଚାହେଁ। ସବୁ ମହିଳାଙ୍କ ଇଚ୍ଛା ଥାଏ ମୋଟା ଓ ଘନ କଳା କେଶ। ଏଥିପାଇଁ ସେମାନେ ପାର୍ଲରରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି। କିନ୍ତୁ କିଛିଦିନ ପରେ ପୁଣି ପୂର୍ବ ଭଳି ଚୁଟି ଝଡ଼େ ଓ ଧଳା ହୋଇଯାଏ। ତେବେ ଯଦି ସବୁଦିନ ପାଇଁ କଳା ଓ…