Browsing Tag

teacher died

ଆନନ୍ଦପୁର : ଆଉ ଶୁଭବନି ମାୟାଧର ସାରଙ୍କ ପଣିକିଆ ଡାକ

ଆନନ୍ଦପୁର (କେନ୍ୟୁଜ୍‌) : ରାତି ପାହିଲେ ଆଉ ଅଙ୍ଗାରୁଆ ଗାଁରେ ଶୁଭିବନି ଛୋଟ ଛୁଆଙ୍କ ଅ, ଆ କି ପଣିକିଆ ଡାକ । କାହିଁକିନା ସବୁଦିନ ପାଇଁ ନିରବି ଗଲେ ଆଦର୍ଶ ଶିକ୍ଷକ ମାୟାଧର ସାର। କେନ୍ଦୁଝର ଜିଲ୍ଲା ପାଇଁ ବିନା ମୂଲ୍ୟରେ ଶିକ୍ଷାଦାନ ଦେଇ ଉଦାହରଣ ସାଜିଥିବା ମାୟାଧର ସାର୍‌ଙ୍କର ହୃଦଘାତରେ…