Browsing Tag

teacher transfer

ବଦଳି ଶିକ୍ଷକଙ୍କୁ ବିଦାୟ ବେଳେ ଭାବବିହ୍ବଳ ପରିବେଶ, ସାରଙ୍କ ଗୋଡ଼ ଧରି କାନ୍ଦିଲେ ଛାତ୍ରଛାତ୍ରୀ

କଟକ(କେନ୍ୟୁଜ୍): ବଦଳି ଶିକ୍ଷକଙ୍କୁ ବିଦାୟ ବେଳେ ଭାବବିହ୍ବଳ ପରିବେଶ । କାନ୍ଦିଲେ, ଗଡ଼ିଲେ ଛାତ୍ରଛାତ୍ରୀ । ସାରଙ୍କ ଗୋଡ଼ ଧରି କାନ୍ଦିଲେ । ସାରଙ୍କ ଗାଡ଼ିକୁ ଛାଡିଲେନି କି ମଧ୍ୟାହ୍ନ ଭୋଜନ ଖାଇଲେନି ଛାତ୍ରଛାତ୍ରୀ । ବଦଳି ହୋଇଥିବା ବିଜ୍ଞାନ ଶିକ୍ଷକଙ୍କ ଶେଷ ଦିନରେ ସ୍କୁଲରେ ଏମିତି…

ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଗେଟରେ ଝୁଲିଛି ତାଲା, ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ

ବାଲେଶ୍ୱର (କେନ୍ୟୁଜ): ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା। ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ । ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମିଟୁଆଣି ଗାଁର ଶମ୍ଭୁସୀତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧାରଣାରେ ବସିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।…

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆନ୍ଦୋଳନ : ସ୍କୁଲ ଗେଟକୁ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଢ଼େଙ୍କାନାଳ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆନ୍ଦୋଳନ । ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଭୁଷଳ ନୋଡାଲ୍ ୟୁପି ସ୍କୁଲରେ । ସକାଳୁ ସକାଳୁ ଛାତ୍ରଛାତ୍ରୀ ଓ ଅଭିଭାକ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି । ଅଭିଯୋଗ…