Browsing Tag

tech news

ଭାରତରେ ଲଞ୍ଚ ହେଲା ଗାର୍ମିନ୍ ଭିଭୋସ୍ମାର୍ଟ 5 ଫିଟନେସ୍ ୱାଚ ବ୍ୟାଣ୍ଡ, କହିବ ବଡ଼ି ଏନର୍ଜି

ବର୍ତ୍ତମାନ ବିଭିନ୍ନ ପ୍ରକାର ଫୋନ୍ ଓ ସ୍ମାର୍ଟ ୱାଚ ଭାରତରେ ଲଞ୍ଚ ହେଉଛି। ତେବେ ଯଦି ଆପଣ ଏବେ ସ୍ମାର୍ଟ ୱାଚ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଆସନ୍ତୁ ଜାଣିବା ଏହି ନୂଆ ୱାଚ ବିଷୟରେ। ଗାର୍ମିନ୍ ଭିଭୋସ୍ମାର୍ଟ 5 ର ମୂଲ୍ୟ ୧୪ ହଜାର ୯୯୦ ଟଙ୍କା ରଖାଯାଇଛି ଏବଂ…

ଏପରି ବଦଳାନ୍ତୁ ଫୋନ୍ ସେଟିଂ ଓ ନିଜ ଫୋନର ଇଣ୍ଟରନେଟ୍ ସ୍ପିଡ୍ କରନ୍ତୁ ସୁପର ଫାଷ୍ଟ

ବର୍ତ୍ତମାନ ସବୁ କାମ ସ୍ମାର୍ଟଫୋନ୍ ଦ୍ଵାରା ହିଁ ହେଉଛି। ଯାହା ପାଇଁ ଆମେ ବ୍ୟବହାର କରୁଛୁ ଇଣ୍ଟରନେଟ। କିନ୍ତୁ ଏହି ଇଣ୍ଟରନେଟ ଡାଟା ଯଦି ସ୍ଲୋ ହୁଏ ତେବେ କୌଣସି କାମ କରିବାରେ ସୁବିଧା ହୁଏନି। ହେଲେ ଆଜି ଆମେ ଆପଣଙ୍କୁ ଏପରି ଟିପ୍ସ ବିଷୟରେ କହିବୁ ଯାହା କରିବା ଦ୍ଵାରା ଆପଣଙ୍କ ନେଟୱର୍କ…

ଜାଣନ୍ତୁ ମୋବାଇଲ୍ ବିକିରଣ କ’ଣ ଓ ଏହା ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ?

ଆଜିର ଦୁନିଆରେ ପ୍ରାୟ ସତ ପ୍ରତିଶତ ଲୋକ ଅଧିକ ମାତ୍ରାରେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। କିନ୍ତୁ ଆପଣ କଣ ଜାଣିଛନ୍ତି ଏହାର ଅଧିକ ମାତ୍ରାରେ ବ୍ୟବହାର ଆମ ଶରୀର ପାଇଁ କେତେ ମାରାତ୍ମକ ହୋଇପାରେ ବୋଲି । ଆମେ ଯେତେବେଳେ ବି ଫୋନ କିମ୍ବା କମ୍ପ୍ୟୁଟର ବ୍ୟବହାର କରୁ ଆମକୁ ପରାମର୍ଶ ଦିଆଯାଏ…

ଲଦାଖର ପାଙ୍ଗଙ୍ଗ ହ୍ରଦ ନିକଟରେ ପହଞ୍ଚିଲା ଜିଓର 4G ସେବା, ଏବେ ମିଳିବ ସବୁ ସୁବିଧା

ଅନେକ ଲୋକ ଲଦାଖ ଯିବାକୁ ଇଚ୍ଛା ରଖନ୍ତି। କିନ୍ତୁ ବହୁତ୍ କମ୍ ଲୋକ ହିଁ ଯାଇ ପାରନ୍ତି। କିଛି ଭାବନ୍ତି ଯେ ସେଠାରେ ଟେକ୍ନୋଲୋଜି ଅସୁବିଧା ହୋଇପାରେ। ହେଲେ ଏବେ ଆପଣଙ୍କୁ କୌଣସି ଅସୁବିଧା ହେବ ନାହିଁ। କାରଣ ଲଦାଖରେ ଆରମ୍ଭ ହୋଇଛି ଜିଓ ସେବା। ଲୋକସଭା ସାଂସଦ ଜାମିଆଙ୍ଗ ସେରିଙ୍ଗ ନାମଗାଲ…

ଭାରତରେ ଲଞ୍ଚ ହେଲା ୧୨ ଦିନ ପର୍ଯ୍ୟନ୍ତ ଚାର୍ଜ ରଖିବା ଭଳି ସ୍ମାର୍ଟ ୱାଚ୍, ଜାଣନ୍ତୁ ଫିଚର୍

ଆପଣ ନୂଆ ଘଣ୍ଟା କିଣିବାକୁ ଇଛା ରଖିଛନ୍ତି କି ? ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। କାରଣ ବର୍ତ୍ତମାନ ପ୍ରାୟ ୧୨ ଦିନ ଚାର୍ଜ ରହିବା ଭଳି ସ୍ମାର୍ଟ ୱାଚ ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି। ଯାହାର ନାମ ହେଉଛି PTron Force X10E। ଏହାର ସମ୍ପୂର୍ଣ୍ଣ ବଡ଼ି ଧାତୁରେ ନିର୍ମିତ। ଡିସପ୍ଲେରେ…

ଦୁଇ ବର୍ଷ ପରେ ପୁଣି ଥରେ କମବ୍ୟାକ୍ କରିବ Tiktok, ଖୁବ୍ ଶୀଘ୍ର ହୋଇପାରେ ରି ଲଞ୍ଚ

Tiktok ଆପ୍ ଯିବା ପରେ ବର୍ତ୍ତମାନ ଭାରତୀୟ ବଜାରରେ ଚିଙ୍ଗାରି ଆପ୍, MX ଟାକାଟକ୍ ଏବଂ ଇନଷ୍ଟାଗ୍ରାମ ରିଲ୍ସ ଅଧିକ ମାତ୍ରାରେ ଲୋକଙ୍କୁ ପସନ୍ଦ ଆସିଛି। ତେବେ ଏମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମାର୍କେଟକୁ ପୁଣି ଥରେ ଆସୁଛି ଟିକଟକ୍। ଯାହାକି କିଛି ବର୍ଷ ପୂର୍ବରୁ ଭାରତରେ ବହୁତ…

ବିନା ଲଞ୍ଚରେ ଭାରତରେ ବିକ୍ରି ହେଉଛି Google Pixel 6, ଜାଣନ୍ତୁ ଆପଣ କେଉଁଠାରେ ଏବଂ କିପରି ଏହାକୁ କିଣିବେ

ନୂଆ ନୂଆ ସ୍ମାର୍ଟଫୋନ୍ ସବୁ ଭାରତରେ ଲଞ୍ଚ ହେଉଛି। ଯାହାପାଇଁ ଭଲ ଅଫର୍ ମଧ୍ୟ ରହିଛି। ତେବେ ଆମାଜନରେ ଗୁଗୁଲ୍ ପିକ୍ସେଲ 6 ଏବଂ 6 ପ୍ରୋ ବିକ୍ରି ହେଉଥିବା ସୂଚନା ମିଳିଛି। ବଡ଼ କଥା ହେଲା ଯେଉଁ ଫୋନ୍ ମାର୍କେଟକୁ ଆସେ ତାହା ଲଞ୍ଚ ହୁଏ। କିନ୍ତୁ ଏହି ଫୋନ୍ ବିନା ଲଞ୍ଚରେ ବିକ୍ରି ହେଉଛି।…

ଜାଣନ୍ତୁ ସେମିକଣ୍ଡକ୍ଟର ଚିପ୍ ଫିଚର୍ ଓ ଏହାର ବ୍ୟବହାର

ଆପଣ ଜାଣିଛନ୍ତି ଫୋନ୍ ହେଉ କିମ୍ବା କମ୍ପ୍ୟୁଟର କିମ୍ବା କୌଣସି ଇଲେକଟ୍ରୋନିକ୍ସ ଜିନିଷ। ପ୍ରାୟ ସବୁଥିରେ ରହିଥାଏ ଚିପ୍। ଯାହାକି ଏହାର ମୁଖ୍ୟ ଜିନିଷ। ଯଦି ଆପଣ କୌଣସି ଫୋନ୍ ବ୍ୟବହାର କରୁଛନ୍ତି ଓ ଏଥିରେ ଚିପ୍ ରହୁନି ତେବେ ଏହାର କୌଣସି ମୂଲ୍ୟ ନାହିଁ। ତେବେ ଏହି ଚିପ୍ ର ଅନେକ ବ୍ଯବହାର…

୨୦୩୦ ସୁଦ୍ଧା ଆସିବ 6G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ହେବ ଟେକ୍ନୋଲୋଜିରେ ପରିବର୍ତ୍ତନ

ଆଜିର ଯୁଗରେ ଖୁବ୍ ଆଗଉଛି ଟେକ୍ନୋଲୋଜି। କହିବାକୁ ଗଲେ 2G ରୁ 3G ଓ 4G ହେଲା ପରେ ଏବେ 5G ଓ 6G ଟେକ୍ନୋଲୋଜି ପାଇଁ କାମ ଚାଲିଛି। ଏହା ପରେ ଭାରତରେ ମଧ୍ୟ ଏହାର ଅଗ୍ରଗତି ହେଉଛି। ଟେକ୍ନୋଲୋଜି ଆଡାପ୍ଟର ପରି ସ୍ମାର୍ଟ ଫୋନ୍ ବ୍ୟବହାର ମଧ୍ୟ ଅଧିକ ମାତ୍ରାରେ ବଢୁଛି। ଏହା ପୁଣି ଏବେ ବଡ଼ ଓ…

ଇନଷ୍ଟାଗ୍ରାମରେ ଫୋଲୋର୍ସ ବଢ଼ାଇବାକୁ ଚାହୁଁଥିଲେ ଅନୁସରଣ କରନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ପୁଣି ଏବେ ଅଧିକ କ୍ରେଜ୍ ବଢ଼ିଛି ଇନଷ୍ଟାଗ୍ରାମ ପାଇଁ। ତେଣୁ ଅନେକ ୟୁଜର ଏହି ଆପକୁ ବ୍ୟବହାର କରି ଟଙ୍କା ମଧ୍ୟ ଇନକମ୍ କରୁଛନ୍ତି। ଯାହାକୁ ନଜରରେ ରଖି ଅନ୍ୟ କେତେକ ୟୁଜର ମଧ୍ୟ ଚାହୁଁଛନ୍ତି ନିଜର ଫୋଲୋର୍ସ…

ଲଞ୍ଚ ପୂର୍ବରୁ ସାମସଙ୍ଗ ସ୍ମାର୍ଟ ମନିଟର M8 ପ୍ରି-ବୁକିଂ ଆରମ୍ଭ, ମାଗଣାରେ ମିଳିବ ଗାଲାକ୍ସି ବଡ୍

ଯଦି ଆପଣ ଚାହୁଁଛନ୍ତି ନୂଆ କମ୍ପ୍ୟୁଟର ଓ ନୂଆ ଇୟର ବଡ୍ କିଣିବାକୁ ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଆପଣ ଏବେ ଏଥି ପାଇଁ ପ୍ରି ବୁକିଂ କରିପାରିବେ। କାରଣ ସାମସଙ୍ଗର ପ୍ରିମିୟମ୍ ଲାଇଫ୍ ସ୍ମାର୍ଟ ମନିଟର ସିରିଜର ନୂଆ ମେମ୍ବର ମନିଟର M8 ଖୁବ୍ ଶୀଘ୍ର ଭାରତରେ ଲଞ୍ଚ ଦେବାକୁ ଯାଉଛି।…

୧୦ ହଜାର ଟଙ୍କାରେ ମାର୍କେଟକୁ ଆସୁଛି ମୋଟରୋଲା ଫାଷ୍ଟ ଚାର୍ଜିଂ ଏବଂ ପାୱାର ପ୍ରୋସେସର୍  ଫୋନ୍, ଜାଣନ୍ତୁ ଫିଚର୍

ଆଜିର ଦୁନିଆରେ ସବୁ କାମ ସ୍ମାର୍ଟ୍ ଫୋନ୍ ଦ୍ଵାରା ହିଁ ହେଉଛି। ଯେଉଁଥିପାଇଁ କିଛି ଗ୍ରାହକ ଅଧିକ ଚାର୍ଜ ରଖିବା ପରି ଫୋନ୍ କିଣିବାକୁ ପସନ୍ଦ କରୁଛନ୍ତି। ତେବେ ଆପଣ ଯଦି ସେହି ପରି ଫୋନ୍ କିଣିବାକୁ ଇଚ୍ଛା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଆପଣା ଏବେ ନୂଆ ମୋଟରୋଲା ଫୋନ୍…