କୁକୁଡ଼ାରୁ ବ୍ୟାପୁଛି କରୋନା, ଏହି ଭ୍ରମ ଦୂର କରିବାକୁ ଷ୍ଟେଜ୍ରେ ଚିକେନ୍ ଖାଇଲେ ତେଲେଙ୍ଗାନାର ମନ୍ତ୍ରୀ
ଚୀନ୍ରେ କରୋନା ଭାଇରସ୍ ଯୋଗୁ ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ସାରା ଦୁନିଆରେ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଲେଣି। ଭାରତ ସରକାର ମଧ୍ୟ ଏହି ଭାଇରସ୍ରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି। ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା…