Below header
Browsing Tag

temperature forecast

ଏପ୍ରିଲରୁ ଜଳିବ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଟପିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ବର୍ଷା ପାଇଁ ଥଣ୍ଡା ପଡ଼ିଥିଲା। ଏବେ ଉପର ମୁହାଁ ହେବ ପାରଦ। ଏପ୍ରିଲରୁ ଜଳିବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଯିବ। ଆଗାମୀ ୨ଦିନରେ ଦିନର ତାପମାତ୍ରା ୨ରୁ ୩ଡିଗ୍ରୀ ବୃଦ୍ଧି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର…