Below header
Browsing Tag

temperature in bhubaneswar

ରାଜ୍ୟରେ ଅସହ୍ୟ ତାତି: ଦିନ ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୩୯ ଡିଗ୍ରୀ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ତାତି । ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି । ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ ୩୯ ଡ଼ିଗ୍ରୀ ତାତି ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡା -୩୮.୪ ଡ଼ିଗ୍ରୀ, ସମ୍ବଲପୁର- ୩୮.୨ ଡ଼ିଗ୍ରୀ, ହୀରାକୁଦ- ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି-…

ସାରା ଓଡ଼ିଶାରେ ଡହ ଡହ ଖରା : ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ସାରା ଓଡ଼ିଶା । ଦିନ ବଢିବା ସହ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହେଉଛି । ତାତିରୁ ମିଳୁନି ତ୍ରାହି । ଖରା ତାତି ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଛଟପଟ କରୁଛି । ବାହାରକୁ ବାହାରିଲେ ଦେହ ହାତ ମୁହଁ ପୋଡ଼ି ଗଲା ଭଳି ଲାଗୁଛି । ଆଜି ବି ଗ୍ରୀଷ୍ମକୋପ ଜାରି ରହିଛି…