Browsing Tag

temple campus

ଯାଜପୁର: ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର(କେନ୍ୟୁଜ): ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ବାରକଣା ଅଞ୍ଚଳରେ। ମୃତ ଯୁବକ ହେଲେ ନିକଟସ୍ଥ ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଗ୍ରାମର ମାଧବାନନ୍ଦ ପଲେଇଙ୍କ ୨୧ବର୍ଷର ପୁଅ ନନ୍ଦ ପଲେଇ। ଗତକାଲି ରାତିରେ ସେ ସାଇକେଲ ଧରି ଘରୁ ବାହାରି…