ଆତଙ୍କବାଦୀଙ୍କ ଚାଲ୍, ଫେସ୍ବୁକ୍ ଓ ହ୍ଵାଟ୍ସଆପ୍ ଛାଡ଼ି ବ୍ୟବହାର କରୁଛନ୍ତି ନୂଆ ଆପ୍ସ
ଶ୍ରୀନଗର : ସୋସିଆଲ୍ ମିଡଆ ବ୍ୟବହାର କରି ଆତଙ୍କବାଦୀମାନେ ତାଙ୍କର ନେଟ୍ଓ୍ଵର୍କ ଚଳାଇଥିଲେ । ହେଲେ ହ୍ଵାଟ୍ସଆପ୍ ଓ ଫେସ୍ବୁକ୍ ମାଧ୍ୟମରେ ତଥ୍ୟ ଲିକ୍ ହେଉଥିବା ଜାଣି ଆତଙ୍କବାଦୀମାନେ ଏବେ ନୂଆ ଆପ୍ସ ବ୍ୟବହାର କରୁଛନ୍ତି । ଏହି ଆପ୍ସ ତୁର୍କୀ କମ୍ପାନୀ ଦ୍ୱାରା ବିକଶିତ ହୋଇଥିବା…