ଆତଙ୍କ ଖେଳାଇଛନ୍ତି ହାତୀ, କ୍ଷତିପୂରଣ ପ୍ରଦାନ କରାଯାଉଥିବା କହିଛନ୍ତି ଡିଏଫ୍ଓ
ବାରିପଦା: ଥମୁନି ହାତୀ ଉପଦ୍ରବ । ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ବ ସମୟ ଧରି ବାରିପଦା ବନଖଣ୍ଡର ବିଭିନ୍ନ ରେଞ୍ଜରେ ଉପଦ୍ରବ ଚଳାଇଛନ୍ତି ହାତୀ । ଜିଲ୍ଲାର ବେତନଟୀ, ରାସଗୋବିନ୍ଦପୁର, ବାଙ୍ଗିରିପୋଷି, କପ୍ତିପଦା, ମୋରଡା, କରଞ୍ଜିଆ ବ୍ଲକରେ ଆତଙ୍କ ଖେଳାଇଛନ୍ତି । ଦିନରେ ଜଙ୍ଗଲ, ରାତି ହେଲେ ଜନ…