Below header
Browsing Tag

test match

ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ଆଉ ଏକ ଶତକ

ନୂଆଦିଲ୍ଲୀ: ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ଆଉ ଏକ ଶତକ । ବର୍ମିଂହମ୍ ଟେଷ୍ଟରେ ବିରାଟଙ୍କ ୧୪୯ରନ ବଳରେ ଭାରତ ୨୭୪ରନ କରି ଅଲଆଉଟ୍ ହୋଇ ଯାଇଥିଲା । ଇଂଲଣ୍ଡଠାରୁ ଟିମ୍ ଇଣ୍ଡିଆ ମାତ୍ର ୧୩ରନ ପଛରେ ରହିଥିଲା । ଇଂଲଣ୍ଡ ପ୍ରଥମ ଇନିଂସରେ ୨୮୭ରନ୍ କରିଥିଲା । ବିରାଟଙ୍କୁ ଛାଡିଦେଲେ, ଅନ୍ୟ…

ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆକୁ ଝଟକା : ୯ ରନରେ ଝଡ଼ିଲା ୩ ଓ୍ଵିକେଟ୍

ପ୍ରଥମ ଇନିଂସ୍ ଆରମ୍ଭରୁ ଇଂଲଣ୍ଡର ମିଡିୟମ ପେସ୍ ବୋଲର୍ ସାମୁଏଲ୍ କୁରାନ୍ ବଡ଼ ଝଟକା ଦେଇଛନ୍ତି ଟିମ୍ ଇଣ୍ଡିଆକୁ । ପ୍ରଥମ ୫୦ ରନ୍ ପର୍ୟ୍ୟନ୍ତ ଦୁଇ ଓପ୍ନର ମୁରଲୀ ବିଜୟ ଓ ଶିଖର ଧବନ ବେଶ୍ ସତର୍କତାର ସହ ଇନିଂସକୁ ଆଣିଥିଲେ । ହେଲେ ମଧ୍ୟମଗତି ବୋଲର କୁରାନ୍ ଆସି ଖେଳର ମୋଡ଼ ବଦଳାଇ ଦେଲେ । ଆଉ…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଅଶ୍ୱିନ୍ ନେଲେ ପ୍ରଥମ ଓ୍ଵିକେଟ୍

ଟସ୍ ଜିତି ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଛି ଘରୋଇ ଇଂଲଣ୍ଡ ଦଳ। ଏଜବାଷ୍ଟନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡର ପ୍ରଥମ ଓ୍ଵିକେଟ୍ ନେଇଛନ୍ତି ସ୍ପିନର ଆର୍. ଅଶ୍ୱିନ୍। ସେ ଓପ୍ନର ଆଲିଷ୍ଟର କୁକ୍ଙ୍କୁ ୧୩ ରନରେ କ୍ଲିନ୍ ବୋଲଡ୍ କରି ଦେଇଛନ୍ତି। ପେସ୍ ବୋଲର ଉମେଶ ଯାଦବ ଅଧିକ ରନ୍ ଦେବା…