ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଅଶ୍ୱିନ୍ ନେଲେ ପ୍ରଥମ ଓ୍ଵିକେଟ୍

ଟସ୍ ଜିତି ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଛି ଘରୋଇ ଇଂଲଣ୍ଡ ଦଳ। ଏଜବାଷ୍ଟନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡର ପ୍ରଥମ ଓ୍ଵିକେଟ୍ ନେଇଛନ୍ତି ସ୍ପିନର ଆର୍. ଅଶ୍ୱିନ୍। ସେ ଓପ୍ନର ଆଲିଷ୍ଟର କୁକ୍ଙ୍କୁ ୧୩ ରନରେ କ୍ଲିନ୍ ବୋଲଡ୍ କରି ଦେଇଛନ୍ତି। ପେସ୍ ବୋଲର ଉମେଶ ଯାଦବ ଅଧିକ ରନ୍ ଦେବା ପରେ ଅଶ୍ୱିନ୍ ବୋଲିଂ କରିବାକୁ ଆସିଥିଲେ ଓ ପ୍ରଥମ ଓ୍ଵିକେଟ୍ ଝଡ଼ାଇଥିଲେ। ପରେ ଜେନିଂସ୍ ଓ ଅଧିନାୟକ ରୁଟ୍ ପାଳି ସମ୍ଭାଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.