Browsing Tag

test match

ଟେଷ୍ଟ ମ୍ୟାଚରେ ହଠାତ୍‌ ପଡିଆକୁ ପଶିଆସିଲା ବଡ ଗୋଧି, ଭୟଭୀତ ହେଲେ ଖେଳାଳି : ଭିଡିଓ ଭାଇରଲ

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟନମରେ ଖେଳାଯାଉଛି । ଏହି ମ୍ୟାଚର ପ୍ରଥମେ ବ୍ୟାଟିଂ ପରି ପ୍ରଥମ ପାଳିରେ ଭାରତ ୩୯୬ ରନ୍‌ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଇଂଲ୍ଡ ୨୫୩ ରନ୍‌ କରି ଅଲଆଉଟ ହୋଇଯାଇଥିଲା । ଆଜି ତୃତୀୟ ଦିନରେ ଭାରତ…

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ: ତୃତୀୟ ଦିନରେ ୧୪୩ ରନ୍‌ କଲା ୱେଷ୍ଟଇଣ୍ଡିଜ୍, ଡ୍ର ହୋଇପାରେ ମ୍ୟାଚ୍‌

ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟରେ ବର୍ଷା ପ୍ରଭାବିତ ତୃତୀୟ ଦିନରେ ଘରୋଇ ୱେଷ୍ଟଇଣ୍ଡିଜର ସଂଘର୍ଷ ଜାରି । ତୃତୀୟ ଦିନରେ ଟିମ୍‌ ୪ ଓ୍ଵିକେଟ ହରାଇ ୧୪୩ ରନ୍‌ କରିଛି । ଭାରତ ଠାରୁ ୱେଷ୍ଟଇଣ୍ଡିଜ୍ ୨୦୯ ରନ୍‌ ପଛରେ ରହିଛି । ଅଧିନାୟକ କ୍ରେଗ୍ ବ୍ରାଥୱେଟ୍ ୭୫ ରନ୍ର ଲଢୁଆ ବ୍ୟାଟିଂ କରି…

୫୦୦ତମ ମ୍ୟାଚରେ କ୍ୟାପଟେନ କୋହଲି ରଚିଲେ ଇତିହାସ, ରେକର୍ଡ ପାର ସ୍କୋର କରି ଜିତିଲେ ମନ

ବିରାଟ କୋହଲିଙ୍କ ଧମାକାଦାର ବ୍ୟାଟିଂ। ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟରେ ବିରାଟଙ୍କ ବ୍ୟାଟିଂ କୁ ନେଇ ଏବେ ସବୁଠି ଚର୍ଚ୍ଚା । ସବୁଠୁ ବଡ଼ କଥା ହେଉଛି କୋହଲିଙ୍କ କ୍ୟାରିଅରର ଏହା ୫୦୦ ତମ ଇଣ୍ଟରନ୍ୟାସନାଲ ମୁକାବିଲା। ନିଜର ୫୦୦ତମ ମ୍ୟାଚରେ ରଚିଛନ୍ତି ଇତିହାସ। ନିଜ କ୍ୟାରିଅରର ୫୦୦ତମ…

ଦ୍ୱିତୀୟ ଟେଷ୍ଟ ଜିତି ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ, ୩ ଓ୍ଵିକେଟ ଥାଇ ଜିତିନେଲା ମୀରପୁର ଟେଷ୍ଟ ମ୍ୟାଚ୍‌

ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜିତିବା ପରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଜିତି ସିରିଜ କବଜା କରିଛି ଟିମ୍‌ ଇଣ୍ଡିଆ । ବାଂଲାଦେଶ ଦେଇଥିବା ଟାର୍ଗେଟକୁ ୭ ଓ୍ଵିକେଟ ହରାଇ ପୂରଣ କରିନେଇଛି ଭାରତୀୟ ଟିମ୍‌ । ୧୪୫ ରନର ଟାର୍ଗେଟକୁ ପୂରଣ କରିଛି । ତୃତୀୟ ଦିନର ଖେଳା ଶେଷ ସୁଦ୍ଧା ୧୪୫ ରନର ଟାର୍ଗେଟ ପିଛା…

ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ବାଂଲାଦେଶ ୨୩୧ରେ ଅଲଆଉଟ୍‌, ଭାରତକୁ ଦରକାର ୧୪୫ ରନ୍‌

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୧୪ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଏହାପରେ ବାଂଲାଦେଶ ଆରମ୍ଭ କରିଥିଲା ଦ୍ୱିତୀୟ ଇନିଂସ । ପ୍ରଥମ ଇନିଂସରେ ବାଂଲାଦେଶ ୨୨୭ ରନ୍‌ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୩୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ତେବେ ଭାରତକୁ ଦ୍ୱିତୀୟ ଟେଷ୍ଟ…

ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ୨୨୭ ରନରେ ଅଲଆଉଟ୍‌ ହେଲା ବାଂଲାଦେଶ

ଢାକାର ଶେର-ଏ ବାଂଲା ନ୍ୟାସନାଲ ଷ୍ଟାଡିୟମଠାରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ବାଂଲାଦେଶ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି । ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ବଡ ସ୍କୋର…

ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରୋହିତ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ମଉଳିଲା ଆଶା

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଦିନିକିଆ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ତେଣୁକରି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ ରୋହିତ ଶର୍ମା। ଶୀଘ୍ର ସୁସ୍ଥ ହୋଇ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବେ ବୋଲି ରୋହିତ ଆଶା କରାଯାଉଥିଲା ।…

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍‌ : ଭାରତ ୪୦୪ରେ ଅଲଆଉଟ୍‌, ୨ଟି ଓ୍ଵିକେଟ ହରାଇଲାଣି ବାଂଲାଦେଶ

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୪୦୪ ରନ୍‌ କରି ଅଲଆଉଟ୍‌ ହୋଇଛି ଭାରତ । ଚେତେଶ୍ୱର ପୂଜାରାଙ୍କ ୯୦, ଶ୍ରେୟସ ଆୟରଙ୍କ ୮୬, ରବିଚନ୍ଦ୍ରନ ଅଶ୍ୱିନଙ୍କ ୫୮ ଓ କୁଲଦୀପ ଯାଦବଙ୍କ ୪୦ ରନ ବଳରେ ଭାରତ ୪୦୪ ରନ କରି ଅଲଆଉଟ ହୋଇଛି। ଭାରତ ପ୍ରଥମ ଇନିଂସରେ ଦେଇଥିବା ୪୦୪ ରନ…

ଫିଲ୍ଡିଂ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ହେଲା, ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି ହେଲେ ଏହି ଖେଳାଳି

ଶ୍ରୀଲଙ୍କା ଏବଂ ବାଲାଂଦେଶ ମଧ୍ୟରେ ମୀରପୁରରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଶ୍ରୀଲଙ୍କାର ଖେଳାଳି କୁସଲ ମଣ୍ଡିସ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୭ ବର୍ଷୀୟ କ୍ରିକେଟର କୁସଲ ମଇଦାନ ଛାଡି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଲଞ୍ଚର…

ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌, ୧୦୦ତମ ଟେଷ୍ଟ ଖେଳିବେ ବିରାଟ କୋହଲି

ଆଜିଠାରୁ ଆରମ୍ଭ ହେଉଛି ଭାରତ-ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌। ନିଜ କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ ବିରାଟ କୋହଲି। ଟିମ୍ ଇଣ୍ଡିଆର ପୂର୍ବ କ୍ୟାପଟେନ ବିରାଟ କୋହଲିଙ୍କ ପାଇଁ ଆଜି ପଞ୍ଜାବର ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଥିବା ଏହି ଟେଷ୍ଟ ମ୍ୟାଚ୍ ଖୁବ ଖାସ୍…

ପ୍ରଥମ ଟେଷ୍ଟ: ଭାରତ ୩୨୭ରେ ଅଲଆଉଟ୍‌, ତୃତୀୟ ଦିନରେ ମାତ୍ର ୫୫ ରନରେ ୭ଟି ଓ୍ଵିକେଟ ହରାଇଲା ଟିମ୍‌ ଇଣ୍ଡିଆ, ଘରୋଇ ଦଳ…

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଇନିଂସରେ ୩୨୭ ରନରେ ଅଲଆଉଟ ହୋଇଛି ଟିମ୍‌ ଇଣ୍ଡିଆ । ବର୍ଷା ବାଧାପ୍ରାପ୍ତ ଟେଷ୍ଟରେ ଦ୍ବିତୀୟ ଦିନ ଆଦୌ ଖେଳ ସମ୍ଭବପର ହୋଇନଥିଲା । ପ୍ରଥମ ଦିବସରେ ଜବରଦସ୍ତ ବ୍ୟାଟିଂ କରି ମଙ୍ଗଳବାର ତୃତୀୟ ଦିବସରେ ଟିମ୍…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ୧୩୪ ରନ୍‌ କରି ଇଂଲଣ୍ଡ ଅଲ୍‌ଆଉଟ, ୧୯୫ ରନ୍‌ରେ ଆଗୁଆ ଭାରତ

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଟିମ୍‌ ନିଜ ପ୍ରଥମ ଇଂନିସ୍‌ରେ ମାତ୍ର ୧୩୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଛି। ଭାରତ ନିଜ ପ୍ରଥମ ଇଂନିସ୍‌ରେ ୩୨୯ ରନ୍‌ କରିଥିଲା। ତେଣୁ ଭାରତ ୧୯୫ ରନ୍‌ରେ ଆଗୁଆ ରହିଛି। ଭାରତ ପାଇଁ ଅଫ୍‌…