Browsing Tag

test match

ମ୍ୟାଚ୍‌ ଜିତିବାର ସୁଯୋଗ ଏବେ ଟିମ୍‌ ଇଣ୍ଡିଆ ହାତରେ, ଦ୍ୱିତୀୟ ଟେଷ୍ଟ ପ୍ରଥମ ପାଳିରେ ଅଷ୍ଟ୍ରେଲିଆକୁ ୧୩୧ ରନ୍‌ ପଛରେ…

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅଲଆଉଟ୍‌ ହୋଇଛି ଭାରତ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୬ ରନ କରି ସବୁ ଓ୍ଵିକେଟ ହରାଇଛି। ଫଳରେ ଅଷ୍ଟ୍ରେଲିୟା ଠାରୁ ଭାରତ ପ୍ରଥମ ପାଳିରେ ୧୩୧ ରନରେ ଆଗୁଆ ରହିଛି। ଭାରତ ପାଇଁ ଆଜିଙ୍କ୍ୟ ରାହାଣେ ୧୧୨ ରନ…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ T-20 ମ୍ୟାଚ୍

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ T-20 । ରାଜୀବ ଗାନ୍ଧି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବ ତିନି ମ୍ୟାଚ୍‌ ବିଶିଷ୍ଟ ଟି-ଟେ୍ଵଣ୍ଟି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ । ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପୂର୍ବରୁ ଏହି ଶୃଙ୍ଖଳା ଉଭୟ ଟିମ୍‌…

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଟେଷ୍ଟ ମ୍ୟାଚ୍‌, ସିରିଜ୍‌ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ତଥା ଶେଷ ଟେଷ୍ଟ । ଜାମାଇକାର କିଙ୍ଗଷ୍ଟନ୍‌ରେ ମ୍ୟାଚ୍‌ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଜିତିସାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଜିତି ୨-୦ରେ ସିରିଜ୍‌ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଟି-୨୦କୁ ୩-୦ ଓ ଦିନିକିଆ ସିରିଜ୍‌କୁ ୨-୦ରେ ବିଜୟୀ…

ଶେଷ ଟେଷ୍ଟର ଅନ୍ତିମ ଦିନରେ ଭାରତ, ଜିତିଲେ ରଚିବ ଇତିହାସ  

ନୂଆଦିଲ୍ଲୀ (କେନ୍ଯୁଜ୍) : ଶେଷ ଟେଷ୍ଟର ଅନ୍ତିମ ଦିନରେ ଜିତିପାରିଲେ ଇତିହାସ ରଚିବ ଭାରତ। ବିଜୟ ଲାଭ କରି ନପାରିଲେ ମଧ୍ୟ ବର୍ଡର-ଗାଭାସ୍କର ଟ୍ରଫି ହାତେଇବ ଭାରତ। ଶେଷ ଥର ଭାରତ ମାଟିରେ ଏହି ଟ୍ରଫି ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ତେବେ ଏହା ସହ ଅନେକ ରେକର୍ଡର ଅଧିକାରୀ ହେବ। ୧୯୭୭-୭୮…

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଭାରତର କଡା ଜବାବ,ଶତକ ହାସଲ କଲେ କୋହଲୀ

ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଟିମ ଇଣ୍ଡଆର କଡା ଜବାବ । ପ୍ରାରମ୍ଭିକ ବିପର‌୍ୟ୍ୟୟ ପରେ ଦମଦାର ଖେଳ ପ୍ରଦର୍ଶନ କରିଛନ୍ତି ବିରାଟ କୋହଲି ଓ ଅଜିଙ୍କ୍ୟା ରାହାଣେ । ବିରାଟ କୋହଲୀ ଶତକ ହାସଲ କରିଛନ୍ତି । ଟେଷ୍ଟ କ୍ୟାରିୟରର ୨୫ ତମ ଶତକ ହାସଲ କରିଛନ୍ତି କୋହଲୀ । ସେହିପରି ରାହାଣେ ୫୧ ରନ୍ କରି…

ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ

ଆଜିଠୁ ଭାରତ-ଇଂଲଣ୍ଡ ଶେଷ ଟେଷ୍ଟ । ଓଭାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ଟିକିଆ ସିରିଜକୁ ଆଗରୁ ହାତଛଡା କରିଥିବା ଟିମ୍ ଇଣ୍ଡିଆ ସମ୍ମାନ ରକ୍ଷା ପାଇଁ ପଡ଼ିଆକୁ ଓହ୍ଲାଇବ । ପଞ୍ଚମ ଟେଷ୍ଟ ଜିତି ସିରିଜକୁ ୩-୨ ସ୍ଥିତିକୁ ଆଣିବାକୁ ଉଦ୍ୟମ କରିବ କୋହଲି ବାହିନୀ । ଏହି ମ୍ୟାଚ୍ ପାଇଁ ଚୂଡ଼ାନ୍ତ…

ଏମାନେ ହେଉଛନ୍ତି ପରାଜୟର ୫ ଦୋଷୀ : ଯାହାଙ୍କ ପାଇଁ ବୁଡିଲା ଟିମ୍ ଇଣ୍ଡିଆର ବିଜୟ ନୌକା

ଚତୁର୍ଥ ଟେଷ୍ଟରେ ହାରିଗଲା ଟିମ୍ ଇଣ୍ଡିଆ । ତା ସହିତ ସିରିଜ୍ ବି ହାରିଲା । ବିରାଟ କୋହଲୀଙ୍କ ଅଧୀନରେ ଏହା ଲଗାତାର ଦ୍ବିତୀୟ ଥର ଏମିତି ହୋଇଛି ଯେତେବେଳେ ଭାରତ ବିଦେଶରେ ଟେଷ୍ଟ ସିରିଜ୍ ହାରିଛି । ଏହା ପୂର୍ବରୁ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ସିରିଜ୍ ହାରିଥିଲା । ତେବେ ଅଧିନାୟକ…

ମିଳିତ ପ୍ରଦର୍ଶନ ଭାରତକୁ ଓଭାଲ ଟେଷ୍ଟରେ ଜିତାଇ ପାରିବ

ନଟିଂହାମ୍ : ଚତୁର୍ଥ ଟେଷ୍ଟରେ ଆଜି ବିନା ଓ୍ଵିକେଟରେ ୬ ରନରୁ ଖେଳ ଆରମ୍ଭ କରିବ ଇଂଲିଶ ବାହିନୀ । ଚେତେଶ୍ୱର ପୂଜାରାଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୨୭ ରନରେ ଅାଗୁଅଆ ରହିଛି । ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଛି ଘରୋଇ ଦଳ । ଗତକାଲି ଭାରତ ପ୍ରଥମ ଇନିଂସରେ ୨୭୩ ରନରେ ଅଲ୍ ଆଉଟ୍…

ଟେଷ୍ଟରେ ବିଜୟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ

ନଟିଂହାମ୍ : ଟେଷ୍ଟରେ ବିଜୟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ବିଜୟ ପାଇଁ ଆବଶ୍ୟକ ଆଉ ମାତ୍ର ଗୋଟିଏ ରନ୍ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ଓ୍ଵିକେଟ୍ ହରାଇ କରିଛି ୩୧୧ ରନ୍ । ଇଂଲଣ୍ଡକୁ ବିଜୟ ପାଇଁ ଆବଶ୍ୟକ ଆଉ ୨୧୦ ରନ୍ । ଭାରତ ପକ୍ଷରୁ ବୁମରାହ ୫ଟି ଓ୍ଵିକେଟ୍…

୩ୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ, ୪ ଓ୍ୱିକେଟ୍ ହାତରେ ଥାଇ ୩୦୭ ରନରୁ ଖେଳିବ ଟିମ୍ ଇଣ୍ଡିଆ

ନଟିଂହମ୍ : ୩ୟ ଟେଷ୍ଟର ଦ୍ୱିତୀୟ ଦିନରେ ଆଜି ୬ ଓ୍ଵିକେଟରେ ୩୦୭ ରନରୁ ଖେଳ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଡେବ୍ୟୁ କରିଥିବା ଋଷଭ ପନ୍ଥ ୨୨ ରନ୍ କରି ଅପରାଜିତ ଅଛନ୍ତି । ଗତକାଲି ପ୍ରଥମ ଦିନରେ ଅଧିନାୟକ ବିରାଟ କୋହଲି ୯୭ ରନ୍ କରି ୩ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ରାହାଣେ ୮୧ ରନ୍…

ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ : ସିରିଜ ବଞ୍ଚାଇ ରଖିବାକୁ ସଂଘର୍ଷ କରିବ ଭାରତ

ନୂଆଦିଲ୍ଲୀ (କେନ୍ୟୁଜ୍) : ଆଜିଠୁ ନଟିଂହମରେ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ସିରିଜ ବଞ୍ଚାଇ ରଖିବାକୁ ସଂଘର୍ଷ କରିବ ବିରାଟ ବାହିନୀ । ପ୍ରଥମ ଦୁଇଟି ଟେଷ୍ଟରେ ଦଳ ଶୋଚନୀୟ ଭାବେ ହାରିବା ପରେ ମାନସିକ ଭାବେ ଦୁର୍ବଳ ରହିଛି । ତେବେ ପୂର୍ବ ତ୍ରୁଟିକୁ ସୁଧାରି ସ୍ୱତନ୍ତ୍ର ରଣନୀତି…

ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ: ମାତ୍ର ୮୪ ରନ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ : ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଏଜବେଷ୍ଟନ ଟେଷ୍ଟ । ୧୯୪ ରନ୍ ବିଜୟ ଲକ୍ଷ୍ୟର ପିଛା କରୁଛି ବିରାଟ ବାହିନୀ । ଦୁଇ ଦିନର ଖେଳ ବାକି ଥିବା ବିଜୟଠାରୁ ଆଉ ମାତ୍ର ୮୪ ରନ୍ ପଛରେ ରହିଯାଇଛି ଟିମ୍ ଇଣ୍ଡିଆ । ସେହିପରି ଇଂଲିଶ ବାହିନୀର ନଜର ଏବେ ଭାରତୀୟ ଓ୍ଵିକେଟ ଉପରେ । କାରଣ…