Below header

ଟେଷ୍ଟରେ ବିଜୟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ

ନଟିଂହାମ୍ : ଟେଷ୍ଟରେ ବିଜୟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଟିମ୍ ଇଣ୍ଡିଆ । ବିଜୟ ପାଇଁ ଆବଶ୍ୟକ ଆଉ ମାତ୍ର ଗୋଟିଏ ରନ୍ । ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୯ ଓ୍ଵିକେଟ୍ ହରାଇ କରିଛି ୩୧୧ ରନ୍ । ଇଂଲଣ୍ଡକୁ ବିଜୟ ପାଇଁ ଆବଶ୍ୟକ ଆଉ ୨୧୦ ରନ୍ । ଭାରତ ପକ୍ଷରୁ ବୁମରାହ ୫ଟି ଓ୍ଵିକେଟ୍ ନେଇଛନ୍ତି । ସେହିପରି ଇଶାନ୍ତ ଶର୍ମା ଦୁଇଟି, ମହମ୍ମଦ ସାମି ଓ ହାର୍ଦ୍ଦିକ୍ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି । ଏହି ୫ ଟିକିଆ ସିରିଜ୍ରୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସାରିଛି ଇଂଲଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.