ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ
ଭୁବନେଶ୍ୱର(କେନ୍ୟୁଜ୍): କିଛି ସମୟ ପରେ ରାଜଧାନୀରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡ ସୋ' । ପୁନାମା ଗେଟ୍ ଫ୍ଲାଏ ଓଭରରୁ ଏକାମ୍ର ଛକ ପର୍ଯ୍ୟନ୍ତ ହେବ ରୋଡ୍ ସୋ' । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ୍ କରିବେ ନବୀନ । ସବୁ ଛକରେ ହୁଳୁହୁଳି ପକାଇ ଓ ଫୁଲ ପକାଇ ନବୀନଙ୍କୁ ସ୍ବାଗତ କରାଯିବ । ପୁନାମା ଗେଟ୍ ଫ୍ଲାଏ ଓଭରରୁ ରୋଡ ସୋ ବାହାରି ପଲାସପଲ୍ଲୀ, ବିଡିଏ କଲୋନୀ ଛକ,…
Read More...