Browsing Tag

text book distribution

କେତେ ତତ୍ପର ଆମ ଶିକ୍ଷା ଅଧିକାରୀ, ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ପିଲାଙ୍କୁ ବହି ବାଣ୍ଟିବାକୁ ନିର୍ଦ୍ଦେଶ

କଟକ (କେ ନ୍ୟୁଜ୍‌) : ଆମ ଶିକ୍ଷା ବ୍ୟବସ୍ଥା ଏମିତି । ଏଇ ଚିଠିଟିକୁ ଟିକେ ଭଲ କରି ଦେଖନ୍ତୁ । କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଫେବ୍ରୁଆରୀ ୩ ତାରିଖରେ ଜିଲ୍ଲର ସମସ୍ତ ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠା ଯାଇଛି । ଏଥିରେ ନିର୍ଦ୍ଦେଶ ରହିଛି ସ୍କୁଲର…