Browsing Tag

theft gang

ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ୨ ଚୋର ଗିରଫ, ୧୦ଟି ବାଇକ୍‌ ଜବତ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦ୍ୱାରା ୨ ଚୋର ଗିରଫ । ସେମାନଙ୍କ ନିକଟରୁ ୧୦ଟି ବାଇକ୍‌ ଜବତ ହୋଇଛି। ଗିରଫ ଦୁଇ ଯୁବକ ହେଲେ ଚରମ୍ପା ରେଳବାଇ କଲୋନୀର ରଞ୍ଜନ ପାତ୍ର ଓ ଗେଲପୁର ଅଞ୍ଚଳର ବିଜୟ ଜେନା । ଏମାନେ ଗତ କିଛିମାସ ହେବ ଜିଲ୍ଲାର ବିଭିନ୍ନ ଅଂଚଳରୁ ବାଇକ୍‌ ଚୋରି…