Below header
Browsing Tag

third odi

ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ, ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ : ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ । ରାଜକୋଟରେ ହେବ ମହାଲଢେଇ । ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ଖେଳ ଆରମ୍ଭ ହେବ । ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏପଟେ ମ୍ୟାଚ ଜିତି ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ କଙ୍ଗାରୁ ଦଳ ।…

ଆରମ୍ଭ ହେଲା ନିର୍ଣ୍ଣାୟକ ତୃତୀୟ ଦିନିକିଆ, ରୋହିତ ଓ କୋହଲିଙ୍କୁ ଖେଳା ଗଲା ନାହିଁ

ଜିଦ୍‌ରେ ଅଟଳ ରହିଲେ ଟିମ୍‌ ଇଣ୍ଡିଆ ଥିଙ୍କଟ୍ୟାଙ୍କ । ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ଖେଳାଇଲେ ନାହିଁ ଦୁଇ ସିନିୟର ଖେଳାଳି ରୋହିତ ଶର୍ମା କିମ୍ବା ବିରାଟ କୋହଲିଙ୍କୁ । ଯୁବ ଖେଳାଳିଙ୍କ ଉପରେ ପୁଣି ଭରସା କରିଛନ୍ତି କୋଚ୍‌ ରାହୁଲ ଦ୍ରାବିଡ଼ । ୠତୁରାଜ ଉମରାନ ମଲ୍ଲିକଙ୍କ ସ୍ଥାନରେ ଏବଂ…