Browsing Tag

third party app

ଥାର୍ଡ ପାର୍ଟି ଆପ୍‌ ବ୍ୟବହାର କରୁଥିଲେ ସାବଧାନ! ବ୍ୟାନ୍‌ ହୋଇଯିବ ଆପଣଙ୍କ ହ୍ଵାଟ୍ସଆପ୍‌ ଆକାଉଣ୍ଟ

ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ୍‌ ସମସ୍ତଙ୍କ ପାଇଁ ଏକ ଜରୁରୀ ଆପ୍‌ ପାଲଟିଯାଇଛି। ଏଣୁ ଅଧିକାଂଶ ଲୋକ ମେସେଜ୍‌, କଲ ଆଦି କରିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ଏଭଳି ସ୍ଥିତିରେ ଯଦି ଆପଣଙ୍କ ହ୍ଵାଟ୍ସଆପ୍‌ ବ୍ଲକ୍‌ ହୋଇଯାଏ ତେବେ ଆପଣ କ’ଣ କରିବେ? ଏକଥା ଚିନ୍ତା କରିବା ବେଳକୁ ହିଁ…