Below header
Browsing Tag

three chariots

ଆସନ୍ତାକାଲି ରଥଯାତ୍ରା, ତିନି ରଥ ପାଇଁ ଆଜି ବିଜେ ହେଲା ଆଜ୍ଞାମାଳ

ପୁରୀ: ତିନି ରଥ ପାଇଁ ବିଜେ ହୋଇଛି ଆଜ୍ଞାମାଳ । ତିନି ବାଡ଼ରୁ ତିନି ରଥ ପାଇଁ ଆସିଛି ଆଜ୍ଞାମାଳ ।  ଆସନ୍ତାକାଲି ରଥଯାତ୍ରା । ତେଣୁ ସିଂହଦ୍ୱାର ପାଖକୁ ରଥ ଆଣିବାକୁ ସେବୟତମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆଣିଛନ୍ତି । ରଥଯାତ୍ରା ନେଇ ଆଶା ଉଜ୍ଜିବୀତ ହେବା ପରେ ଟିଭି ମାଧ୍ୟମରେ କାଳିଆ ଦର୍ଶନ…

ଆଜି ତିନି ରଥକୁ ଆଜ୍ଞମାଳ ବିଜେ ପରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ଟଣାଯିବ ୩ ରଥ

ପୁରୀ(କେନ୍ଯୁଜ୍): ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ନୀତି ରହିଛି । ଗତକାଲି ମଧ୍ୟରାତ୍ରିରେ ଦତ୍ତମହାପାତ୍ର ସେବାୟତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଘାର ନୀତି କରିଥିଲେ । କରୋନା କଟକଣା ଥିବାରୁ ମହାପ୍ରଭୁ କେବଳ ସେବାୟତଙ୍କୁ ଆଜି ନବଯୌବନ ବେଶରେ ଦର୍ଶନ…