Below header
Browsing Tag

Three Indian Navy Personnel Dead

ମୁମ୍ବାଇ ନାଭାଲ ଡକିୟାର୍ଡରେ ଅଘଟଣ, ୩ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ, ୧୧ ଆହତ

ମୁମ୍ବାଇ : ମୁମ୍ବାଇ ନାଭାଲ ଡକିୟାର୍ଡରେ ଘଟିଛି ଅଘଟଣ । ଏଥିରେ ବିସ୍ଫୋରଣ ଘଟି ୩ ଜଣ ନୌସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି ଓ ୧୧ ଜଣ ଆହତ ହୋଇଛନ୍ତି । ଆଇଏନ୍ଏସ୍ ରଣବୀରର ଏକ ଭିତର କମ୍ପାର୍ଟମେଣ୍ଟରେ ବିସ୍ଫୋରଣ ହୋଇଛି। ତେବେ ଜାହାଜର କ୍ରୀୟୁ ସଦସ୍ୟ ତୁରନ୍ତ ନିୟନ୍ତ୍ରଣ କରିନେଇଛନ୍ତି…