Below header
Browsing Tag

tiger cub playing video viral

ଦେଖନ୍ତୁ ଅତି ହୃଦୟସ୍ପର୍ଶୀ ଭିଡିଓ: ଜନ୍ମ କରି ଛାଡ଼ି ପଳାଇଲା ମା’, ଏବେ ବାଘ ଛୁଆଙ୍କୁ ମା’ର ସ୍ନେହ ଦେଉଛି କୁକୁର

ଆପଣ କେଉଁଠି ନା କେଉଁଠି ନିଶ୍ଚୟ ଶୁଣିଥିବେ ଯେ କିଛି ମା’ ନିଜ ଛୁଆଙ୍କୁ ଜନ୍ମ ପରେ ଛାଡ଼ିଦେଇ ପଳାନ୍ତି, ତ ସେଠି ଆଉ କେହି ଛୁଆଙ୍କ ଲାଳନପାଳନ କରନ୍ତି। ଏବେ ଏମିତି ହିଁ ଏକ ଦୃଶ୍ୟ ଆପଣଙ୍କୁ ଭାବପ୍ରବଣ କରିଦେବ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଜି ଆମେ ଆପଣଙ୍କୁ ଏଭଳି…

ଚୌଦ୍ୱାର ଡମଣି ଜଙ୍ଗଲରେ ୨ଟି ବାଘ ଛୁଆ ଖେଳୁଥିବାର ଭିଡିଓ ଭାଇରାଲ୍, ଭୟଭୀତ ସ୍ଥାନୀୟ ଲୋକେ

ଚୌଦ୍ୱାର: କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ୱାର ଥାନା ଡମଣି ଜଙ୍ଗଲରେ ବାଘ ଦେଖିବାକୁ ମିଳିଛି। ଗତକାଲି ରାତିରେ ରାସ୍ତାରେ ୨ଟି ବାଘଛୁଆ ଖେଳୁଥିବା ଦେଖିବାକୁ ମିଳିଛି। ବାଘକୁ ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକ । ତେବେ ଏ ସମ୍ପର୍କରେ ଜଙ୍ଗଲ ବିଭାଗ ପାଖରେ କିଛି…