Below header

ଚୌଦ୍ୱାର ଡମଣି ଜଙ୍ଗଲରେ ୨ଟି ବାଘ ଛୁଆ ଖେଳୁଥିବାର ଭିଡିଓ ଭାଇରାଲ୍, ଭୟଭୀତ ସ୍ଥାନୀୟ ଲୋକେ

ଚୌଦ୍ୱାର: କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ୱାର ଥାନା ଡମଣି ଜଙ୍ଗଲରେ ବାଘ ଦେଖିବାକୁ ମିଳିଛି। ଗତକାଲି ରାତିରେ ରାସ୍ତାରେ ୨ଟି ବାଘଛୁଆ ଖେଳୁଥିବା ଦେଖିବାକୁ ମିଳିଛି।

ବାଘକୁ ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକ । ତେବେ ଏ ସମ୍ପର୍କରେ ଜଙ୍ଗଲ ବିଭାଗ ପାଖରେ କିଛି ଖବର ନାହିଁ। ତେବେ ବାଘ ଛୁଆ ଖେଳୁଥିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.