Browsing Tag

tiger cub

ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ୧୦ ଦିନର ଧଳା ବାଘ ଶାବକର ମୃତ୍ୟୁ । ଧଳା ବାଘୁଣୀ ରୁପା ଶାବକ ଜନ୍ମ ପରେ ତାକୁ ଅନାଦର କରିଥିଲା । ଏହି ବାଘଛୁଆ ସମେତ ତିନୋଟି ବାଘ ଛୁଆକୁ ତାଙ୍କ ମା’ ଠାରୁ ଅଲଗା କରି ନନ୍ଦନକାନନ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖି କୃତ୍ରିମ ଖାଦ୍ୟ ଦେଇ ପାଳନ…

ଚଢ଼େଇ ଭଳି ରାବୁଛି ଏହି ବାଘ ଛୁଆ, ମା’ର ଧ୍ୟାନ ଆକର୍ଷିତ କରିବା ପାଇଁ କରୁଛି ଏଭଳି ହରକତ, ଭିଡିଓ ଭାଇରାଲ

ରୁଷର ସର୍ବିଆରେ ଥିବା ବର୍ନାଲ ଚିଡ଼ିଆଘରେ ଏକ ବାଘକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଭିଟାସ୍‌ ନାମକ ଏହି ବାଘ ନିଜ ପାଟିରୁ ଏମିତି ଶବ୍ଦ ବାହାର କରୁଛି, ଯାହାକି ଏକ ଚଢ଼େଇ ରାବିଲା ଭଳି ଶୁଭୁଛି। ମାତ୍ର ୮ ମାସର ଏହି ବାଘ ଛୁଆ ଅମୁର ପ୍ରଜାତିର। ଏମାନେ ବିଶ୍ୱର ସବୁଠୁ ବଡ଼ ତଥା ଦ୍ରୁତଗାମୀ…

ଚୌଦ୍ୱାର ଡମଣି ଜଙ୍ଗଲରେ ୨ଟି ବାଘ ଛୁଆ ଖେଳୁଥିବାର ଭିଡିଓ ଭାଇରାଲ୍, ଭୟଭୀତ ସ୍ଥାନୀୟ ଲୋକେ

ଚୌଦ୍ୱାର: କଟକ ବନଖଣ୍ଡ ଡାଲିଯୋଡ ବନାଞ୍ଚଳରେ ବାଘ ଆତଙ୍କ । ଚୌଦ୍ୱାର ଥାନା ଡମଣି ଜଙ୍ଗଲରେ ବାଘ ଦେଖିବାକୁ ମିଳିଛି। ଗତକାଲି ରାତିରେ ରାସ୍ତାରେ ୨ଟି ବାଘଛୁଆ ଖେଳୁଥିବା ଦେଖିବାକୁ ମିଳିଛି। ବାଘକୁ ଦେଖି ଭୟଭୀତ ଅଛନ୍ତି ସ୍ଥାନୀୟ ଲୋକ । ତେବେ ଏ ସମ୍ପର୍କରେ ଜଙ୍ଗଲ ବିଭାଗ ପାଖରେ କିଛି…

୫ ଲକ୍ଷ ଟଙ୍କା ଦେଇ କିଣିଥିଲେ ବିଲେଇ ଛୁଆ କିନ୍ତୁ ପରେ ଜଣାପଡିଲା ତାହା ଥିଲା ବାଘଛୁଆ

ବିଲେଇ ଛୁଆ..ସେ ପୁଣି ପାଞ୍ଚ ଲକ୍ଷ ଟଙ୍କାର। ଘଟଣାଟି ହେଉଛି ଫ୍ରାନ୍ସର। ସେଠାରେ ରହୁଥିବା ଏକ ଦମ୍ପତି ଗୋଟିଏ ସ୍ୱତନ୍ତ୍ର ପ୍ରଜାତିର ବିଲେଇ ଛୁଆ ମଗାଇଥିଲେ ଆଉ ସେଥିପାଇଁ ତାଙ୍କୁ ଦେବାକୁ ପଡିଥିଲା ୫ ଲକ୍ଷ ଟଙ୍କା କିନ୍ତୁ ପରେ ଜଣାପଡିଥିଲା ଯେ ଏହା ଏକ ବିଲେଇ ଛୁଆ ନୁହେଁ ବରଂ ଏକ ବାଘ ଛୁଆ…