Below header
Browsing Tag

Tiger fear grips Nuapada

ଥମୁନି ବାଘ ଆତଙ୍କ: ପୁଣି ଗୁହାଳରୁ ଟେକି ନେଇ ଗାଈଙ୍କୁ ମାରି ଖାଇଲା

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ାରେ ଥମୁନି ବାଘ ଆତଙ୍କ। ସୁନାବେଡ଼ା ଅଭୟାରଣ୍ୟ ପରେ କୋମନା ବ୍ଳକ ବେଲରଦନା ଗାଁରେ ବାଘ ଭୟ। ଗତକାଲି ରାତିରେ ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ବାଛୁରୀକୁ ଗୁହାଳରୁ ଟାଣିନେଇ ମାରିଖାଇଥିବା ଅଭିଯୋଗ ହୋଇଛି। ସକାଳେ ବାଛୁରୀ ଗୁହାଳରେ ନଥିବାରୁ ପରିବାର ଲୋକେ…

ନୂଆପଡ଼ା : ପାୱାରତୋଲା ଓ ତରିଆମହୁଆଭଟା ଅଞ୍ଚଳରେ ବାଘ ଆତଙ୍କ, ସନ୍ଧ୍ୟା ହେଲେ ଘରେ ତାଟି କବାଟ

ନୂଆପଡ଼ା(କେନ୍ୟୁଜ) : ନୂଆପଡ଼ା ଜିଲା ସଦର ବ୍ଲକ ପାୱାରତୋଲା ଓ ତରିଆମହୁଆଭଟା ଗାଁ ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ ଦେଖାଦେଇଛି । ରାତି ହେଲେ ବାଘ ଗାଁ ଭିତରକୁ ପଶି ଗୃହପାଳିତ ପଶୁଙ୍କୁ ଶିକାର କରୁଛି । ଗତ ୭ ଦିନ ମଧ୍ୟରେ ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଗୁହାଳରୁ ଟାଣିନେଇ ଖାଇଥିବା…