Below header
Browsing Tag

tiger terror in nuapada

ନୂଆପଡାରେ ପୁଣି ବାଘ ଆତଙ୍କ, ଗୁହାଳରୁ ଟାଣି ନେଇ ବାଛୁରୀକୁ ମାରି ଖାଇଦେଲା !

ନୂଆପଡା(କେନ୍ୟୁଜ୍‌): ନୂଆପଡାରେ ପୁଣି ବାଘ ଆତଙ୍କ । ଗୁହାଳରୁ ଟାଣି ନେଇ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ । ଆମାନାରା ବିଟ୍‌ ତରିଆ ମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ବାଘ ମାରି ଖାଇଥିବା ସ୍ଥାନୀୟ ଲୋକେ କହିଛନ୍ତି…

ନୂଆପଡ଼ା ତରବୋଡ଼ରେ ବୁଲୁଛନ୍ତି ୨ କଲରାପତରିଆ ବାଘ ଛୁଆ, ଲୋକେ ଆତଙ୍କିତ

ନୂଆପଡ଼ା(କେନ୍ଯୁଜ୍): ନୂଆପଡ଼ା ଜିଲ୍ଲା ତରବୋଡ଼ ତୃଣବିହନ ଉତ୍ପାଦନ କେନ୍ଦ୍ର ପରିସରରେ ବାଘ ଆତଙ୍କ । ତରବୋଡ ଅଞ୍ଚଳର ବିଭିନ୍ନ ଜଙ୍ଗଲର ତଳି ଅଞ୍ଚଳରେ ୨ କଲରାପତରିଆ ବାଘ ଛୁଆ ବୁଲୁଥିବା ଦେଖାଯାଇଛି । ବାଘକୁ ନେଇ ତରବୋଡ ଅଂଚଳର ଲୋକମାନେ ଏବେ ଆତଙ୍କିତ ହୋଇପଡିଛନ୍ତି । ଏପରିକି ତୃଣବିହନ…

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଆତଙ୍କ, ବାଘ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ !

ନୂଆପଡ଼ା : ନୂଆପଡ଼ାର ସୁନାବେଡ଼ା ଅଭୟାରଣ୍ୟର ଛୋଟ ଲୋଡରା ଗାଁରେ ଚିତାବାଘ ଆତଙ୍କ। ବାଘ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ସକାଳେ ଗାଁର ଜଣେ ମହିଳା କାଜୁ ବଗିଚାକୁ ଯାଇଥିଲେ। ତେବେ ସେ ସଂଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା…

ନୂଆପଡ଼ା ହଳଦୀ ଗାଁରେ ଆତଙ୍କ! ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ, କ୍ୟାମେରାରେ ହେଲା କଏଦ

ନୂଆପଡ଼ା : ନୂଆପଡ଼ା ହଳଦୀ ଗାଁରେ ପୁଣି ବାଘ ଆତଙ୍କ। ସିଲତା ମନ୍ଦିର ଜଙ୍ଗଲରେ ବୁଲୁଛି ବାଘ। ବାଘ ବୁଲୁଥିବାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଖରିଆରରୋଡ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ଗତ ୨୦୧୭ରେ ବାଘଟି ହଳଦୀ…