Browsing Tag

tigiria attack case

ଚୋରା ଦେଶୀ ଭାଟି ଚଢାଉ ସମୟରେ ଅବକାରୀ ବିଭାଗ ଉପରେ ଆକ୍ରମଣ

ଆଠଗଡ(କେ ନ୍ୟୁଜ): ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଗାଁ ପାଗ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ ହୋଇଛି । ମଦମାଫିଆଙ୍କ ଦ୍ବାରା ଅବକାରୀ ବିଭାଗ ଉପରକୁ ବୋମା ମାଡ କରାଯାଇଥିବା…