ଚୋରା ଦେଶୀ ଭାଟି ଚଢାଉ ସମୟରେ ଅବକାରୀ ବିଭାଗ ଉପରେ ଆକ୍ରମଣ

ଆଠଗଡ(କେ ନ୍ୟୁଜ): ତିଗିରିଆ ଥାନା ଅନ୍ତର୍ଗତ କରଡାପଲ୍ଲୀ ଗାଁ ପାଗ ବାରମାଣବନ୍ଧ ଜଙ୍ଗଲରେ ଆଠଗଡ ଅବକାରୀ ବିଭାଗ ସମେତ ଜିଲ୍ଲା ଅବକାରୀ ଓ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ବିପୁଳ ପରିମାଣର ଦେଶୀ ମଦ ସହ ପୋଚ ଜବତ ହୋଇଛି । ମଦମାଫିଆଙ୍କ ଦ୍ବାରା ଅବକାରୀ ବିଭାଗ ଉପରକୁ ବୋମା ମାଡ କରାଯାଇଥିବା ବେଳେ ଏକ ବନ୍ଧୁକ ଜବତ ହୋଇଛି ।

tigiria ps

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମଦ ପୋଚ ନଷ୍ଟ କରାଯିବା ସହ ରନ୍ଧା ମଦ ପାଇଁ ବ୍ୟବହୃତ ସାମଗ୍ରୀମାନ ଜବତ ହୋଇଛି | ଏନେଇ ତିଗିରିଆ ଥାନାରେ ଅବକାରୀ ବିଭାଗ ପକ୍ଷରୁ ଏକ ଏତଲା ଦାୟର ହୋଇଛି | ଅନେକ ଦିନ ହେବ ଏଠାରେ ମଦ ରନ୍ଧା ହେଉଥିବା ନେଇ ଅଭିଯୋଗ ଆସିଛି |

 

Leave A Reply

Your email address will not be published.