Below header

AIIMS INI CET 2021 ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିବାର ଶେଷ ତାରିଖ ୨ ଜୁନ, ଜଲଦି କରନ୍ତୁ ଆବେଦନ

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ଏମ୍ସ ଆଇଏନଆଇ ସିଇଟି ୨୦୨୧ର ସଂଶୋଧିତ କାର୍ଯ୍ୟକ୍ରମ ଜ।।ରି କରିଛି । କର୍ଣ୍ଣାଟକ ଡୋମିସିଆଏଲ କ୍ୟାଟେଗରୀ ସ୍ପନ୍ସର୍ଡ ସିଟରେ ପିଜି କୋର୍ସରେ ଆଡମିଶନ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୨ଜୁନ ୨୦୨୧ ପର୍ଯ୍ୟନ୍ତ ଚାଲିବ । aiimsexams.ac.in ୱେବସାଇଟ ମାଧ୍ୟମରେ ଆପଣ ସମସ୍ତ ତଥ୍ୟ ପାଇ ପାରିବେ ।

ତେବେ ଏହାର  ଲାଭ ସେମାନେ ଉଠାଇପାରିବେ ଯେଉଁମାନେ ବେସିକ କ୍ରେଡିଡେଟ ଇନଫରମେସନ ପ୍ରକ୍ରିୟା ପୂରା କରିବେ । ସେମାନେ କର୍ଣ୍ଣାଟକ ଡୋମିସିଆଲ କ୍ୟାଟେଗରୀ ଅନ୍ତର୍ଗତ ସ୍ପନ୍ସର୍ଡ ସିଟ ପାଇଁ ଆବେଦନ କରିପାରିବେ ।  ଜୁନ ୨ ଏଥିପାଇଁ ଶେଷ ତାରିଖ ରହିଛି । ଏହାପରେ ଆପଣ ଆବେଦନ କରିପାରିବେ ନାହିଁ । ରେଜିଷ୍ଟ୍ରେସନ ପରେ ଆଡମିଟ କାର୍ଡ ଜାରି କରାଯିବ ।

AIIMS INI CET 2021:

ଆଡମିଟ କାର୍ଡ ଡାଉନଲୋଡ – ୯ ଜୁନ ୨୦୨୧

ସ୍ପନ୍ସର୍ଡ ସାର୍ଟିଫିକେଟ ଅପଲୋଡ କରିବାର ଶେଷ ତାରିଖ: ୧୬ ଜୁନ ୨୦୨୧

ସିବିଟି ଅନଲାଇନ ମୋଡରେ ଆଇଏନଆଇ ସିଇଟିର ପରିକ୍ଷା ତିଥି: ୧୬ ଜୁନ ୨୦୨୧

ଆଇଏନଆଇ ସିଇଟିର ପରିକ୍ଷାରେ  ୨୦୦  ମଲ୍ଟିପୁଲ ବା ଅବଜେକ୍ଟିଭ ପ୍ରଶ୍ନ ଆସିବ । ଜୁଲାଇ ୨୦୨୧ସର୍ତ୍ତ ଅନୁଯାୟୀ ପରୀକ୍ଷାର୍ଥିଙ୍କୁ ୧୮୦ ମିନିଟ ସମୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.