Browsing Tag

tile thief arrested

ଯାଜପୁର: ଚୋରି କରି ମାର୍ବଲ ବୋହି ନେଇଥିଲା ଚୋର, ଧରିଲା ସିସିଟିଭି

ଯାଜପୁର(କେନ୍ୟୁଜ):ମାର୍ବଲ ଦୋକାନରୁ ବାରମ୍ବାର ଟାଇଲ ଚୋରି ହେଉଥିଲା। ଶେଷରେ ଚୋରକୁ ଧରିଲା ସିସିଟିଭି କ୍ୟାମେରା । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଂଚଳରେ। ସୂଚନା ମୁତାବକ କୁଆଖିଆ-ମଧୁବନ ରୋଡରେ ଥିବା ଏକ ମାର୍ବଲ ଦୋକାନରୁ ବାରମ୍ବାର ଚୋରି ହେଉଥିଲା। ଏନେଇ ଦୋକାନୀ ଜଣକ…