ଇନ୍ଷ୍ଟଲ୍ ଥିଲେ ବି ଆଉ ଦେଖିପାରିବେନି ଟିକ୍ଟକ୍, ଫୋନ୍ରେ ହେଲା ବ୍ୟାନ୍
ସରକାରଙ୍କ ନିର୍ଦ୍ଦେଶ ପରେ ୟୁଜରଙ୍କ ଫୋନ୍ରୁ ବି କଟିଲା ଟିକ୍ଟକ୍। ଗତକାଲି ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ଆପ୍ ମଧ୍ୟରେ ସର୍ଟ ଭିଡିଓ ଆପ୍ ଟିକ୍ଟକ୍ ବି ରହିଛି। ସରକାରୀ ଘୋଷଣା ପରେ ୟୁଜରମାନେ ଭାବିଥିଲେ ଯେ ଫୋନ୍ରେ ଥିବା ଟିକ୍ଟକ୍କୁ…