Browsing Tag

tip

ୱେଟରକୁ ମିଳିଲା ସାଢ଼େ ୩ ଲକ୍ଷର ଟିପ୍, କିନ୍ତୁ ଚାକିରିରୁ ତଡ଼ି ଦେଲେ ରେସ୍ତୋରାଁ ମାଲିକ

ଆମେରିକାର ଏକ ରେସ୍ତୋରାଁରେ ୱେଟର କାମ କରୁଥିବା ଜଣେ ଯୁବତୀଙ୍କୁ ସାଢ଼େ ୩ ଲକ୍ଷର ଟିପ୍ ମିଳିଛି। ଏତେ ବଡ଼ ଆକାରର ଅର୍ଥ ଟିପ୍ ମିଳିବା ପରେ ତାଙ୍କ ଖୁସିର ସୀମା ରହିନଥିଲା। କିନ୍ତୁ ଏହି ଟିପ୍ ହିଁ ତାଙ୍କ ପାଇଁ ଏବେ କାଳ ସାଜିଛି। ଏହି କାରଣରୁ ତାଙ୍କ ଚାକିରି ଚାଲିଯାଇଛି। ଆସନ୍ତୁ ଜାଣିବା…