Browsing Tag

tiruchirappali

ଆଇଆଇଟି ଜାଣିନଥିବା ପିଲା ପ୍ରଥମ ପ୍ରୟାସରେ କଲେ ଜେଇଇ କ୍ରାକ

୨୦୧୯ ମସିହାରେ ଅରୁନ ଜାଣିନଥିଲେ ଆଇଆଇଟିର ମାନେ କ’ଣ। କିନ୍ତୁ ୨୦୨୧ରେ ଜେଇଇ ଆଡଭାନ୍ସ ଦେଲେ ଆଉ ପ୍ରଥମ ଚେଷ୍ଟାରେ ଟପ କରିଛନ୍ତି ପି. ଅରୁନ କୁମାର । ତାଙ୍କର ର‍୍ୟାଙ୍କ ହେଉଛି ୨,୫୦୩ । ୧୭ ବର୍ଷୀୟ ଅରୁନ ଇଣ୍ଡିଆନ ଇଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିରେ ଆଡମିସନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି…