Browsing Tag

Titli causes widespread damage

କହ୍ନେଇପୁଟ ଓ ମଝିପୁଟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ‘ତିତଲି’

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶାରେ ସିନା ବାତ୍ୟା ‘ତିତଲି’ କେବଳ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରଭାବିତ କରି ଚାଲିଗଲା । ହେଲେ ଆନ୍ଧ୍ର ପ୍ରଦେଶରେ ଅନେକ କ୍ଷତି ଘଟାଇଛି ଏହି ସାମୁଦ୍ରିକ ଝଡ଼ । ବିଶେଷ କରି ବିଶାଖାପାଟଣା ଓ ଶ୍ରୀକାକୁଲମ ଅଞ୍ଚଳରେ ତାଣ୍ଡବ ରଚିଛି ଏହି ବାତ୍ୟା । ଶ୍ରୀକାକୁଲମ…