Below header
Browsing Tag

today kartika purnima

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ଭୁବନେଶ୍ବର/ କଟକ (କେନ୍ୟୁଜ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚୁକର ଶେଷ ଦିନ। ଡଙ୍ଗା ଭସାଇବା ପାଇଁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। କାହିଁ କେଉଁ କାଳରୁ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ବୋଇତ ବନ୍ଦାଣ ଉତ୍ସବ। କାର୍ତ୍ତିକ ପୂର୍ଣ୍ଣିମାରେ ସକାଳୁ ଉଠି…

ଆଜି କାର୍ତ୍ତିକ ପୂର୍ଣ୍ଣିମା, ଚନ୍ଦ୍ର ଗ୍ରହଣ ଯୋଗୁ ସଅଳ ସରିଛି ଡଙ୍ଗା ଭସା

ଭୁବନେଶ୍ୱର(କେନ୍ୟୁଜ୍): ଆଜି କାର୍ତ୍ତିକ ପୂର୍ଣ୍ଣିମା । ଧର୍ମମାସ କାର୍ତ୍ତିକର ଶେଷ ଦିନ । ଆଜିର ଦିନରେ ବୋଇତ ବନ୍ଦାଣ ପରମ୍ପରା ରହିଛି । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜଳାଶୟରେ ଲୋକ ଡଙ୍ଗା…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଲୋକେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ୱର…

ପୁରୀ(କେନ୍ଯୁଜ୍): ୧୨ ମାସରେ ୧୩ ପର୍ବ ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅନ୍ୟତମ। ଏହି ଅବସରରେ ସକାଳୁ ଉଠି ଡଙ୍ଗା ଭସାଇବାର ପରମ୍ପରା ରହିଛି। ଲୋକମାନେ ମନ୍ଦିର ଯାଇ ବିଭିନ୍ନ ଜଳାଶୟ ମାନଙ୍କରେ କଦଳୀ ପାଟୁଆ ଓ ସୋଲରେ ତିଆରି ଡଙ୍ଗା ଭସାଇଛନ୍ତି। ଆ-କା-ମା-ବୈ, ପାନ ଗୁଆ…

ବଡବିଲ୍‌ : କଟକଣାରେ ଅନୁଷ୍ଠିତ ହେଲା ଅନଲାଇନ ପାରମ୍ପାରିକ ବୋଇତ ନିର୍ମାଣ ପ୍ରତିଯୋଗିତା

କେନ୍ୟୁଜ୍‌ : ଆଜି ହେଉଛି ଓଡିଶାର ଗୌରବମୟୀ ନୌବାଣିଜ୍ୟକୁ ମନେ ପକାଇବାର ଦିନ। କୋଟି କୋଟି ଓଡିଆ ପ୍ରତିବର୍ଷ ନିଷ୍ଠା ଓ ପରମ୍ପରା ସହିତ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥାନ୍ତି। ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ ବିଭିନ୍ନ ଉପାୟ ଅବଲମ୍ବନ କରି ପାରମ୍ପାରିକ ବୋଇତ ବନ୍ଦାଣ ଉତ୍ସବ ସାରା…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, କରୋନା କଟକଣା ଯୋଗୁ ଏଥର ଶୁଭିଲାନି ଆ.. କା.. ମା.. ବୈ

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏଥର ଶୁଭିଲାନି ଆ.. କା.. ମା.. ବୈ । କରୋନା କଟକଣା ଯୋଗୁ ଫିକା ପଡ଼ିଛି ବୋଇତ ବନ୍ଦାଣ ଉତ୍ସବ । ବୋଇତ ବନ୍ଦାଣକୁ ମନା କରିଛି ପ୍ରଶାସନ । ରାଜଧାନୀର କୌଣସି ଜଳାଶୟ, ପୁଷ୍କରଣୀ କିମ୍ବା ନଦୀରେ ଡଙ୍ଗା ଭସାଣ ହେଇନାହିଁ । କୌଣସି ବ୍ୟକ୍ତି…