Below header
Browsing Tag

today weather report

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ତାଣ୍ଡବ, ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ…

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ତାଣ୍ଡବ। ବାଲେଶ୍ୱରରେ ପ୍ରବଳ କୁଆପଥର ବର୍ଷା । ଗତକାଲି ସଂଧ୍ୟାରେ ସହର ବିଭିନ୍ନ ଅଞ୍ଚଳରେ ଝଡ଼ପବନ ସହ କୁଆପଥର ବର୍ଷା ଦେଖିବାକୁ ମିଳିଛି । ଅତ୍ୟଧିତ କୁଆପଥର ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିଲା । ଚାନ୍ଦିପୁର…

ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ମେଘାଛନ୍ନ ରହିଛି…

କେନ୍ୟୁଜ୍: ବଦଳୁଛି ପାଣିପାଗ। ଆସନ୍ତାକାଲି କେରଳ ଛୁଇଁବ ମୌସୁମୀ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆକାଶ ମେଘାଛନ୍ନ ରହିଛି। ପାଣିପାଗ ବିଭାଗର ସୂଚନା ଅନୁୟାୟୀ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବା ସହ କିଛି ସ୍ଥାନରେ ବର୍ଷା…