୧ ରନ୍ରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପରାଜୟ ପିଛା ଛାଡୁନି ଆରସିବିର
କୋଲକାତା : ଆଜି କୋଲକାତାର ଇଡେନ ଗାର୍ଡନ୍ସରେ ଆଇପିଏଲ୍୍ର ଏ ତୁମୁଳ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଲୋକଙ୍କ ପଇସା ଅସୁଲ ହୋଇଛି । ତେବେ ଏହି ଜୋରଦାର ଟକ୍କରରେ ଶେଷରେ କୋଲକାତା ନାଇଟ ରାଇଡର୍ସ ଠାରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମାତ୍ର ୧ ରନ୍ରେ ହାରି ଯାଇଛି । ପରାଜୟ ଯେମିତି…