Browsing Tag

toilet

ଟଏଲେଟରେ କରାଯାଇଥିବା ନିତି ଦିନିଆ ଭୁଲ, ହୋଇପାରେ ଅନେକ ରୋଗର କାରଣ

ଦୈନନ୍ଦିନ ଜୀବନରେ ଆମେ ଏପରି ଅନେକ କାମ କରିଥାଉ ଯାହାର ସିଧା ସଳଖ ପ୍ରଭାବ ଆମ ସ୍ବାସ୍ଥ୍ଯ ଉପରେ ପଡ଼ିଥାଏ। ତାହା ମଧ୍ୟରେ ସାମିଲ ରହିଛି ଟଏଲେଟରେ କରାଯାଇଥିବା ନିତି ଦିନିଆ କିଛି ଭୁଲ। ଠିକ୍ ସମୟରେ ଟଏଲେଟ ଯିବା ସ୍ବାସ୍ଥ୍ଯ ପାଇଁ ଭଲ କିନ୍ତୁ ଏହି ସମୟରେ କରିଥିବା ଛୋଟ ଭୁଲ ଆମ ଶରୀରରେ…

ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ୫ଶହ ଟଙ୍କାର ଜରିମାନା

ସମ୍ବଲପୁର : ବାହାରେ ମଳତ୍ୟାଗ କଲେ ଗଣିବାକୁ ପଡିବ ୫ଶହ ଟଙ୍କାର ତଣ୍ଡ। ଏଭଳି ଚରମ ଘୋଷଣା କରିଛି ସମ୍ବଲପୁର ମହାନଗର ନିଗମ। ସମ୍ବଲପୁର ସହରରେ ଏବେ ଯଦି କେହି ବାହାରେ ମଳତ୍ୟାଗ କରି ଧରାପଡନ୍ତି, ତେବେ ତାଙ୍କୁ ୫ଶହ ଟଙ୍କା ଫାଇନ୍ ଦେବାକୁ ପଡିବ। ମହାନଦୀର ତଟବର୍ତ୍ତୀ ଅଞ୍ଚଳରୁ ଦୁର୍ଗନ୍ଧମୟ…