ଗାଧୋଇବାକୁ ଯାଇ ବୁଡ଼ିଗଲା ଭାଇ, ଭାଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଭଉଣୀର ଜୀବନ
ଗରମ ପ୍ରବଳ ହେଉଛି ଆଉ ସହି ହେଉନି ଚାଲ୍ ପୋଖରୀକୁ ଗାଧୋଇବାକୁ ଯିବା । ଏଭଳି କହି ୧୧ ବର୍ଷର ଭଉଣୀ କିରଣ ତା ୯ ବର୍ଷର ଭାଇ ସତୀଶ୍ କୁ ନଦୀକୁ ଡାକିଥିଲା ଗାଧୋଇବା ପାଇଁ । ଆଉ ଭାଇ ସତୀଶ୍ ମଧ୍ୟ ବଡ଼ ନାନୀ ଡାକୁଛି ବୋଲି ଗାଧୋଇବା ପାଇଁ ସେ ଖୁସିରେ ହୋଇଯାଇଥିଲା ଆଉ ନାନୀ ସହ ଗାଧୋଇବାକୁ ଯାଇଥିଲା । ହେଲେ ସେ କ’ଣ ଜାଣିଥିଲା ତା ହାତ ଛାଡ଼ି ତା ନାନୀ ସବୁଦିନ ପାଇଁ ଛାଡ଼ି ଏକା କରି ଚାଲିଯିବ ବୋଲି । କୁନି ଭାଇଟି ପାଣିରେ ବୁଡ଼ି…
Read More...