Below header
Browsing Tag

tom and jerry movie

ଏବେ ବଡ଼ ପରଦାରେ ଆସୁଛି ‘ଟମ୍‌ ଆଣ୍ଡ ଜେରି’, ସାମ୍ନାକୁ ଆସିଲା ଟ୍ରେଲର; ଦେଖନ୍ତୁ ଭିଡିଓ

ସବୁ ପିଲାଙ୍କ ମନପସନ୍ଦର କାର୍ଟୁନ୍‌ ଶୋ’ ହେଉଛି ‘ଟମ୍‌ ଆଣ୍ଡ ଜେରି’। ଶୋ’ରେ ମୂଷା-ବିଲେଇଙ୍କ ମଧ୍ୟରେ ରୋମାଞ୍ଚକ ଲଢ଼େଇ ଝଗଡ଼ା ଦେଖି ସମସ୍ତେ ହସିଥାନ୍ତି। ଦୀର୍ଘଦିନ ଧରି ‘ଟମ୍‌ ଆଣ୍ଡ ଜେରି’ ଶୋ’ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଆସୁଛି। ଏବେ ଏହି ମନୋରଞ୍ଜନ ଦ୍ୱିଗୁଣିତ ହେବାକୁ ଯାଉଛି।…