Browsing Tag

topper student

ମାମୁନିଙ୍କ କମାଲ୍: ଯୁକ୍ତ ୨ କଳାରେ ୮୮% ମାର୍କ ରଖି ସୋରଡା ବ୍ଲକରେ ହାସଲ କରିଛନ୍ତି ପ୍ରଥମ ସ୍ଥାନ

ସୋରଡା(କେନ୍ୟୁଜ): ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁକିଛି । ଆଉ ସେ ସବୁ ପ୍ରତିବନ୍ଧକକୁ ସାମ୍ନା କରି ଆଜି ସଫଳତା ହାସଲ କରିଦେଖାଇଛନ୍ତି ମଫସଲ ଗାଁରେ ରହୁଥିବା ଗରିବ ଘରର ଝିଅ ମାମୁନି ଗଉଡ । ସୋରଡା ପ୍ରକାଶ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ମହିଳା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁକ୍ତ…

ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ ଆଜି ଦୁହେଁ ସମାନ ମାର୍କ ରଖି ହୋଇଛନ୍ତି ଟପ୍ପର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସମାନ ମାର୍କ ରଖି ଦୁହେଁ A1 ଗ୍ରେଡ଼ରେ ପାସ ହୋଇ ସମସ୍ତଙ୍କୁ କରିଛନ୍ତି ଚକିତ ।…

ମା’ ଦିନ ମଜୁରିଆ, ଝିଅ +୨ ପରୀକ୍ଷାରେ ହେଲା ଜିଲ୍ଲା ଟପ୍ପର

ଦୃଢ ଇଚ୍ଛା ଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ନିଶ୍ଚୟ ସଫଳତା ଆଣିଥାଏ । ପାଠ ପଢି କିଛି କରି ଦେଖାଇବାର ଇଚ୍ଛାଶକ୍ତି ଥିଲେ ଯେକୌଣସି ପ୍ରତିବନ୍ଧକକୁ ଅତିକ୍ରମ କରିହେବ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ରାୟଗଡ଼ ଜିଲ୍ଲା ପଦ୍ମପୁର ସ୍ତିତ ତ୍ରିବେଣୀ ଜ୍ଞାନ ମନ୍ଦିର ଛାତ୍ରୀ ସୁଶ୍ରୀ ଝରଣା ସାହୁ…

ପରିଶ୍ରମ ହିଁ ସଫଳତାର ଚାବି କାଠି: କଟକର ସୁଶ୍ରିତା ମାହାନା ଯୁକ୍ତ ୨ ବାଣିଜ୍ୟରେ ରାଜ୍ୟ ଟପ୍ପର

କଟକ(କେନ୍ୟୁଜ): ପରିବାରରେ ଖେଳିଯାଇଛି ଖୁସିର ଲହରୀ । ଘରର ଝିଅ ଆଜି ସୁନାମ ଆଣିଛି । କଥାରେ ଅଛି ପରିଶ୍ରମ ହିଁ ସଫଳତାର ଚାବି କାଠି । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକର ସୁନା ଝିଅ ସୁଶ୍ରିତା ମାହାନା । ଝିଅ ମାନେ ବି କୌଣସି ଗୁଣରେ କମ୍ ନୁହଁନ୍ତି । ଯେମିତି କି ସୁଶ୍ରିତା ।…

ଟପ୍ପର ଛାତ୍ରଙ୍କ ପାଠପଢ଼ାରେ ବାଧକ ସାଜିଛି ଅଭାବ, ଅଧାରେ ରହିଯିବନି ତ ଆଇଏଏସ୍ ହେବାର ସ୍ବପ୍ନ ?

ଆଳି: ଅଭାବ ବଦଳାଇ ଦିଏ ମଣିଷର ପରିସ୍ଥିତି ଆଉ ତା ଚାଲିଚଳନ। ଭାଙ୍ଗିଦିଏ ସମସ୍ତ ଆଶା ଓ ସ୍ବପ୍ନ । ପ୍ରତିଭା ଥାଇ ବି ନଥାଏ କିଛି କରିବାର ସାହାସ । କାରଣ ଅର୍ଥ ହିଁ ସବୁର ମୂଳ। ଏମିତି ଏକ ମେଧାବୀ ଛାତ୍ର ଯିଏ ଗରିବ ପରିବାରରୁ ଆସିଥିଲେ ମଧ୍ୟ  ପାଠପଢ଼ାରେ ଦେଖାଇଛନ୍ତି ନିଜର କମାଲ୍। ଚଳିତ…