Below header
Browsing Tag

traditional instrument

ପାରମ୍ପରିକ ଡୁଙ୍ଗଡୁଙ୍ଗା ବାଦ୍ୟଯନ୍ତ୍ର ରେ ଜାତୀୟ ସଂଗୀତ ଗାନ କରି ଚର୍ଚ୍ଚାରେ ନବରଙ୍ଗପୁରର ଆନନ୍ଦ ଦାଶ

ନବରଙ୍ଗପୁର(କେନ୍ୟୁଜ୍):  ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ମାନଙ୍କ ସର୍ବପୁରାତନ ପାରମ୍ପରିକ ବାଦ୍ୟଯନ୍ତ୍ର (ଡୁଙ୍ଗଡୁଙ୍ଗା ) ବଜାଇ ଏବଂ ସେଇ ମାଧ୍ୟମରେ ଭାରତବର୍ଷର କୋଟି କୋଟି ଜନତାଙ୍କ ହୃଦୟରେ ଥିବା ଜାତୀୟ ସଂଗୀତ ଗାନ କରି ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି…