ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଭିଏସଏସ ନଗରରେ ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ। ରାସ୍ତା ଉପରେ ଗାଡି ରଖିବାକୁ ମନା କରିବାକୁ କନେଷ୍ଟବଳକୁ ମାଡ଼ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭିଏସଏସ୍ ନଗର ଏକ ମାଂସ ଦୋକାନ ଆଗରେ ଘଟିଛି ଏଭଳି ଘଟଣା…