ଏପ୍ରିଲରୁ ଜୋରଦାର ହେବ ଧରପଗଡ, ହେଲମେଟ୍ ନପିନ୍ଧିଲେ ବାତିଲ କରାଯିବ ଡିଏଲ
ଭୁବନେଶ୍ୱର (କେନ୍ୟୁଜ୍): ଏପ୍ରିଲ ପହିଲାରୁ ହେଲମେଟ ପିନ୍ଧିବା ନେଇ ହେବ ସ୍ପେଶାଲ ଡ୍ରାଇଭ୍। ଜୋରଦାର ହେବ ଧରପଗଡ। ଆଇନ ଖିଲାପକାରୀଙ୍କ ଉପରେ ରଖାଯିବ କଡା ନଜର। ଉଲଂଘନ କଲେ ଏଣିକି ଡିଏଲ ବାତିଲ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଏପ୍ରିଲ ପହିଲାରୁ ଗୋଟିଏ ମାସ…