Browsing Tag

train collision in Greece

ଗ୍ରୀସରେ ଭୟଙ୍କର ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଲା

ଗ୍ରୀସରେ ଭୟଙ୍କର ରେଳ ଦୁର୍ଘଟଣା। ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି । ଅନେକ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ଗ୍ରୀସର ଟେମ୍ପିରେ ଘଟିଛି ଛାତିଥର ଦୁର୍ଘଟଣା । ୩୫୦ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ ଏକ ମାଲବାହୀ ଟ୍ରେନ ସହ ସାମ୍ନାସାମ୍ନି ଧକ୍କା ଲାଗିଥିଲା। ଦୁର୍ଘଟଣା…