Browsing Tag

train ticket through google pay

ଗୁଗଲ୍‌ ର ଏହି ଆପ ଦ୍ୱାରା ମିନିଟରେ ବୁକ୍‌ କରନ୍ତୁ ଟ୍ରେନ ଟିକେଟ, ଲାଗିବ ନାହିଁ କୌଣସି ଏକ୍ସଟ୍ରା ଚାର୍ଜ

ଯଦି ଆପଣ ଛୁଟିରେ କୁଆଡେ ବୁଲିବାକୁ ପ୍ଲାନିଂ କରୁଛନ୍ତି ତେବେ ସର୍ବପ୍ରଥମେ ଆପଣଙ୍କୁ ଟିକେଟ ବୁକ୍‌ କରିବାକୁ ପଢିବ। କାରଣ ଆମର ଅଧିକାଂଶ ପ୍ଲାନ୍‌ ଟିକେଟ ବୁକ୍‌ ନ ହେବା କାରଣରୁ କ୍ୟାନସଲ ହୋଇଯାଇଥାଏ। ଏହି ଟିକେଟକୁ ନେଇ ହେଉଥିବା ସମସ୍ୟା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଏକ ଏମିତି ଆପ୍‌ ନେଇ…