Browsing Tag

trains track

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ! ଅଳ୍ପକେ ଟଳିଲା ଦୁର୍ଘଟଣା, ଯାତ୍ରୀ ସୁରକ୍ଷିତ

ବିଳାସପୁର : ଛତିଶଗଡ଼ର ବିଳାସପୁରରେ ଟଳିଲା ବଡ଼ ଅଘଟଣ । ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ । ବିଳାସପୁରରୁ ଏକ ପାସେଞ୍ଜର ମେମୁ ଟ୍ରେନ ଜୟରାମ ନଗରରୁ ଆସୁଥିବାବେଳେ ସାମ୍ନା ଟ୍ରାକରେ ଆରପଟୁ ଏକ ମାଲବାହୀ ଟ୍ରେନ ଆସିଥିଲା । ତେବେ ଦୁଇଟିଯାକ ଟ୍ରେନ ଆସୁଥିବାବେଳେ ଉଭୟ ଅଟକିଯାଇଛନ୍ତି । ଏନେଇ…