Browsing Tag

transportation

ବେଆଇନ ଗୋରୁ ଚାଲଣ ବେଳେ ୮ଟି ଗାଡ଼ି ଜବତ, ୧୧ଜଣକୁ ଅଟକ ରଖିଛି ପୋଲିସ

ସୋର(କେନ୍ଯୁଜ୍): ବେଆଇନ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ। ଖନ୍ତାପଡ଼ ପୋଲିସ ଦ୍ୱାରା ଵିଳମ୍ବିତ ରାତିରେ ୮ଟି ଗାଡିରେ ୭୭ ଗୋରୁ ଉଦ୍ଧାର କରିଛି ପୋଲିସ । ବିଳମ୍ବିତ ରାତିରେ ବେଆଇନ ଭାଵେ ଗୋରୁ ଗାଡି ଯାଉଥିବାର ସୂଚନା ପାଇ ପୋଲିସ ଶ୍ରୀଜଙ୍ଗ ଠାରେ ଜଗି ରହିଥିଲା । ପରେ ସେହି ବାଟ…

ଏବେ ମୋବାଇଲ ନମ୍ବର ଭଳି ପୋର୍ଟ କରିପାରିବେ କାର ନମ୍ବର

ଏବେ ମୋବାଇଲ ନମ୍ବର ଭଳି କାର ନମ୍ବରକୁ ମଧ୍ୟ ପୋର୍ଟ କରାଯାଇପାରିବ। ଉତ୍ତରପ୍ରଦେଶର ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟ ଏହି ନିୟମକୁ ଅନୁମୋଦନ କରିଛନ୍ତି। ଏହି ନିୟମକୁ ପ୍ରଥମ ପର୍ଯ୍ୟୟରେ ଦିଲ୍ଲୀ, ଚଣ୍ଡିଗଡ ଏବଂ ମହାରାଷ୍ଟ୍ରରେ ଆରମ୍ଭ କରାଯାଇଛି। ଖୁବ ଶୀଘ୍ର ଏହି ନିୟକୁ ସଂପୂର୍ଣ୍ଣ ଦେଶରେ…

ବର୍ଷାପାଣି ଜମି ରହିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର : ବର୍ଷାପାଣି ଜମି ରହିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ ଓ ଖୋର୍ଦ୍ଧା ରୋଡ-ପୁରୀ ପାସେଞ୍ଜର ଟ୍ରେନ୍‌ ବାତିଲ କରିଦିଆଯାଇଛି । ଟ୍ରାକରେ ପାଣି ଜମିରହିବାରୁ ତାଳଚେର-ପୁରୀ ପାସେଞ୍ଜର ଓ ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନ୍‌କୁ ରେଳବାଇ…